#କବୀର_ସାହେବଙ୍କ_ପରିଚୟ Kabir is Godକବୀର ପରମାତ୍ମା ନାମଦେବଙ୍କୁ ମଧ୍ୟ ନିଜ ଶରଣକୁ ନେଇଥିଲେ। ପରମାତ୍ମା ପ୍ରାପ୍ତ ସନ୍ଥ ନାମଦେବ ତିନି ନାମର ଭେଦ ଏହି ପ୍ରକାର କହିଛନ୍ତି -ନାମା ଛିପା ଓମ୍ ତାରୀ, ପୀଛେ ସୋହମ୍ ଭେଦ ବିଚାରୀ।ସାର ଶବ୍ଦ ପାୟା ଜଦ ଲୋଈ, ଆବାଗବନ ବହୁରି ନ ହୋଈ।